୫-ଟି ଅଧିନରେ କାର୍ଯ୍ୟ ହେଉଥିବା ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ଦାରିଙ୍ଗବାଡି ବିଡ଼ିଓ


ବାଲିଗୁଡା ; ୦୭/୦୮ (ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ଠାରୁ): ଓଡିଶା ସରକାରଙ୍କର ୫ ଟି ଅଧିନରେ କାର୍ଯ୍ୟ ହେଉଥିବା ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ଦାରିଙ୍ଗବାଡ଼ି ବିଡ଼ିଓ କଳାକୃଷ୍ଣ ପ୍ରଧାନ। ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବୁଡ଼ାଗୁଡ଼ା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଭାବେ ଘୋଷଣା କରାଯାଇ ଥିବାବେଳେ ବର୍ତମାନ ସ୍ମାର୍ଟସ୍କୁଲ ଭାବେ କାର୍ଯ୍ୟ ଚାଲୁ ରହିଛି । ଦୁଇଟି ସ୍ମାର୍ଟସ୍କୁଲ କାର୍ଯ୍ୟ କିପରି ଶୀଘ୍ର ସରିବ ଓ କିପରି ଉତ୍ତମ ମାନର ହେବ ସେନେଇ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ବିଡ଼ିଓ ଙ୍କର ଗସ୍ତ ବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା, ସିମନବାଡ଼ି ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠି, ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ ବିଶ୍ୱରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close