ସରକାରୀ ଚାକିରୀ ବୟସ ସୀମା ୩୨ବର୍ଷରୁ ୪୨ବର୍ଷକୁ ବୃଦ୍ଧି କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି

କନ୍ଧମାଳ ; ୦୩/୦୮(ବ୍ୟୁରୋ) : କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଚାକିରୀ ବୟସ ସୀମା ୩୨ବର୍ଷରୁ ୪୨ବର୍ଷକୁ ବୃଦ୍ଧି କରିବାକୁ ଦାବୀ କରି ବିକ୍ଷୋଭ ପ୍ରଦର୍ଶନ। ଏନେଇ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ,ଏଆଇସିସି ସଦସ୍ୟ ତଥା ଶ୍ରମିକ ନେତା ଘନ କୁମାର ଶବର,ହେମନ୍ତ କର,ସଂସାର ଭୋଇ,ନଗର ସଭାପତି ଶିବ ଶଙ୍କର ବେହେରା, ଛାତ୍ରନେତା ଅନୁପମ କହଁର ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close