ଫେରୋକ୍ରୋମ କାରଖାନାର ସିକୁରିଟି ଅଧିକାରୀ ପ୍ରତାପ ଜେନାଙ୍କ ଶୋକ ସଭା ଅନୁଷ୍ଠିତ

ବ୍ୟାସନଗର,୨୧/୭(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ତା ୨୧ .୦୭. ୨୧ ରିଖ ବୁଧବାର, ଯାଜପୁର ରୋଡ଼, ଗଣେଶ ମାର୍କେଟ ସ୍ଥିତ ରାଇଜିଂ ଷ୍ଟାର କ୍ଲବରେ, ଗତ ୧୯ ତାରିଖ ଅପରାହ୍ନ ୫ଟା ସମୟରେ କ୍ଲବ୍ରର ଜଣେ ପ୍ରତିଷ୍ଠାତା ସଦସ୍ୟ ସ୍ଥାନୀୟ ଫେରୋକ୍ରୋମ କାରଖାନାର ସିକୁରିଟି ଅଧିକାରୀ, କୋପଣ୍ଡ ଗ୍ରାମର ପ୍ରତାପ କୁମାର ଜେନାଙ୍କ ହୃଦଘାତରେ ଦେହାନ୍ତ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କ୍ଲବ୍ ର ସମସ୍ତ ସଦସ୍ୟ ଯଥା, ଜିତେନ୍ଦ୍ର ପ୍ରତିହାରୀ, ବିରେନ୍ଦ୍ର କୁମାର ରାଉତ, ରୁଦ୍ରମଣି ମୁଖି, ପ୍ରମୋଦ ପ୍ରଧାନ, ସ୍ମୃତିରଞ୍ଜନ ପଟ୍ଟନାୟକ, କିଶୋର ରାଉତ, ଦୁର୍ଗା ପ୍ରସାଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ପ୍ରତାପ ଦାସ୍, ଅର୍ଜୁନ ସ୍ୱାଇଁ, ବିନୋଦ ଜେନା, ପଦ୍ମନାଭ ମୁଖୀ, ବିଜୟ ବିଶ୍ଵାଳ, ଜଗନ୍ନାଥ ଦାସ, ଅଶୋକ ରାଉତ, ଉଦ୍ଧବ ଜେନା, ରବୀନ୍ଦ୍ର ସାହୁ, ରବୀନ୍ଦ୍ର ରାଉତ୍ ଏବଂ ଦିବାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market