ବଡ଼ଚଣା ବ୍ଲକ ଚାରିନଗଲ ପଞ୍ଚାୟତରେ ନଦୀରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ

ବଡ଼ଚଣା: ‘ବଡ଼ଚଣା ବ୍ଲକ ଚାରିନଗଲ ପଞ୍ଚାୟତରେ ନଦୀରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ‘ଉଭୟକ ପଖ୍ୟରୁ ତିନୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଲିଚନ୍ଦ୍ରପୁର ପୋଲିସ ‘ହିନ୍ଦୁ ସାମ୍ପ୍ରଦାଯିକ ପଖ୍ୟରୁ ଦୁଇ ଜଣକୁ ଗିରଫ କରିଛି ପୋଲିସ ‘ହେଲେ ମୁସଲିମ ସାମ୍ପ୍ରଦାଯିକକୁ ଗିରଫ କରି ନ ଥିବାରୁ ଉତେଜନମୁଳକ ପରିସ୍ତୀତ୍ ସୁର୍ଟି ହୋଇଛି ‘ଜାଜପୁର ଏସ୍ ଡି ପି ଓ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି କମିଟି ଗଠନ କରି ଉତେଜନଆ ହ୍ରାସ ପାଇ ଉଦ୍ୟମ ଆରମ୍ଭ କରିଛନ୍ତି,  ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ଡେରାପକାଇଛି ‘

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close