ଦାନଗଦିର ‘ବାବୁଲା’ ବାବୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଦାନଗଦି,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଦାନଗଦିର ଜଣାଶୁଣା ବ୍ୟକ୍ତିତ୍ୱ, ଯୁବ ନେତା ପ୍ରଫୁଲ୍ଲ କୁମାର ରାୟ (ବାବୁଲା) ବାବୁ ଆଉ ନାହାନ୍ତି । ନିଷ୍ଠୁର କରୋନା ତାଙ୍କୁ ଛଡ଼ାଇ ନେଇଛି । ସେ ଦୀର୍ଘ ଦିନ ହେଲା ‘କୋଭିଡ଼’ ସଂକ୍ରମିତ ଥିଲେ । ଦୀର୍ଘ ଦିନର ଚିକିତ୍ସାରେ ତାଙ୍କ ପରିବାର ଚେଷ୍ଟା କରି ବହୁ ଟଙ୍କା ବ୍ୟୟ କରିଥିଲେ । ତଥାପି ତାଙ୍କୁ ବଂଚାଇ ହୋଇ ନ ଥିଲା । ତାଙ୍କର ଗତ କାଲି ବିୟୋଗ ହୋଇଥିବାର ଜଣାଯାଇଛି । ତାଙ୍କ ଦାନଗଦିର ଯୁବ ନେତା ସନ୍ତୋଷ କୁମାର ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close