ମାର୍ଶାଘାଇ ପୋଲିସର ଅପାରଗତା ପ୍ରତିବାଦରେ ଜିଲା ପରିଷଦଙ୍କ ଆମରଣ ଅନଶନ

ମାର୍ଶାଘାଇ, 07/06(ସନ୍ତୋଷ ରଥଙ୍କ ଠାରୁ): ମାର୍ଶାଘାଇ ପୋଲିସର ଅପାରଗତା ପ୍ରତିବାଦରେ ଜିଲା ପରିଷଦଙ୍କ ଅନଶନ । ୨୧ ନମ୍ବର ଜୋନ ବିଜେପି ଜିଲ୍ଳା ପରିଷଦ ସଦସ୍ୟ ଦେବଦତ୍ତ ଚୌଧୁରୀଙ୍କ ମାର୍ଶାଘାଇ ଥାନା ସମ୍ମୁଖରେ ଆମରଣ ଅନଶନ । ପୋଲିସ ଅପରାଧିଙ୍କ ପୃଷ୍ଠ ପୋଷକ ସାଜିବା, ପକ୍ଷପାତିତା ଓ ବିଭିନ୍ ପେଶାଦାର ଅପରାଧିଙ୍କୁ ଛାଡି ଦେଉଥିବା ଅଭିଯୋଗରେ ଅନଶନ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close