ମେ ଆଇ ହେଲ୍ପ ଇଉ ସାମାଜିକ ସଂଗଠନ ତରଫରୁ ଜଳେଶ୍ବର ଉପକାରାଗାରରେ ମାସ୍କ ଓ ସାନିଟାଇଜର ବଣ୍ଟନ

ବାଲେଶ୍ୱର/ଜଳେଶ୍ୱର; ୦୩/୦୬ (ବ୍ରଜ ଗୋପାଳ ସେନଙ୍କ ଠାରୁ) ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ ତରଫରୁ ଜଳେଶ୍ୱର ଉପକାରାଗାର ଏବଂ ପଶୁ ଡାକ୍ତର ଖାନାରେ ଜେଲରେ ରହୁଥିବା ୧୨୦କଏଦୀ ଏବଂ ୨୦ ଜଣ ଷ୍ଟାଫ ମାନଙ୍କ ପାଇଁ କପଡା ମାସ୍କ, ସାନିଟାୟିଜ ସାବୁନ ଏବଂ ପଶୁ ଡାକ୍ତର ଖାନାରେ ସମସ୍ତ ଷ୍ଟାଫ ମାନଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରାଯିବା ସହ ଜେଲ ପରିସରକୁ ସାନିଟାଇଜ କରାଯାଇଥିଲା। କଏଦୀ ହେଉ କିମ୍ବା ସାଧାରଣ ମଣିଷ ଏହି ସମାଜରେ ସମସ୍ତଙ୍କ ସମାନ ବଞ୍ଚିବାର ଅଧିକାର ଅଛି। କଏଦୀ ମାନଙ୍କ ସୁରକ୍ଷା ଆମ ଜନସାଧାରଣଙ୍କ ଦାୟିତ୍ୱ ଥିବା ବେଳେ ଏହାକୁ ଲକ୍ଷ କରି ଏହି ସଚେତନତା କାର୍ଯ୍ୟକ୍ରମ ସାମାଜିକ ସଂଗଠନ ତରଫରୁ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜେଲର ଦାୟିତ୍ୱରେ ଥିବା ଅନୁସୟା ସଡ଼ଙ୍ଗି
ସମାଜିକ ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡ଼ା, ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ନରହରି ବେହେରା ସଂଗଠନ ସଦସ୍ୟ ଏସ କେ ଆବେଦ, ସତ୍ୟବ୍ରତ ପ୍ରାମାଣିକ, ଶୁଚିସ୍ମିତା ପ୍ରଧାନ, ଦେବବ୍ରତ ପଣ୍ଡା, ସଂଜୀବ ପାତ୍ର, କିଶୋର କୁମାର ସାହୁ, ଏମ ଡ଼ି ରାଜୁ, ସତ୍ୟରଞ୍ଜନ ପ୍ରଧାନ,ରଞ୍ଜନ ପାତ୍ର, ସୁଷମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close