ମୁକୁନ୍ଦପୁର ଗାଁରେ ଭୟାବାହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ

ଯାଜପୁର ; ୨୪/୦୫ ( ଶୁଭେନ୍ଦୁ ନାୟକଙ୍କ ଠାରୁ) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଭୟାବାହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି l ସୂଚନା ଅନୁଯାଇ ୨୩ ତାରିଖ ସନ୍ଧ୍ୟାରେ ଗ୍ରାମର ସଦାଶିବ ପରିଡାଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା l ନିଆଁ ଲାଗିବା ଦେଖି ସାଙ୍ଗେ ସାଙ୍ଗେ ଗ୍ରାମ ବାସୀ ବୈତରଣୀ ରୋଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁ କୁ ଆୟତ କରିଥିଲେ l ଏହି ଅଗ୍ନିକାଣ୍ଡରେ ସଦାଶିବଙ୍କର ଦୁଇ ବଖରା ଘର ସମ୍ପୂର୍ଣ ନଷ୍ଟ ହେବା ସହିତ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close