ଉତ୍କଳ ଜନନୀ ସଂଗଠନ ତରଫରୁ ସାନିଟାଇଜ ବଣ୍ଟନ କାର୍ଯ୍ୟକ୍ରମ

ବାଲେଶ୍ୱର/ଜଳେଶ୍ୱର; ୧୫/୦୫ (ବ୍ରଜ ଗୋପାଳ ସେନଙ୍କ ଠାରୁ ) :  ଉତ୍କଳ ଜନନୀ ସଂଗଠନ ତରଫରୁ ବିଭିନ୍ନସ୍ଥାନରେ ସାନିଟାଇଜବଣ୍ଟନ କରାଯାଇଛି।  ଯେପରିକି ମେରାଇନ ଥାନା, ଜଳେଶ୍ୱରପୁର ହସ୍ପିଟାଲ, ଭୋଗରାଇ ଫାଣ୍ଡି , ଭୋଗରାଇ ଥାନା, କମର୍ଦା ହସ୍ପିଟାଲ, କମର୍ଦା ଥାନା, ନାମ୍ପୋ ଫାଣ୍ଡି ,  ଜଳେଶ୍ୱର ଥାନା ।ଏଥିରେ  ସଂଗଠନର ସଦସ୍ୟ ହେମନ୍ତ ଜେନା, ସନ୍ଦୀପ କୁମାର ମହାନ୍ତି, ଅଜିତ କୁମାର ଜେନା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ  ସମ୍ପାଦନ କରିଥିଲେ।  ଆଗାମୀ ଦିନରେ ଆହୁରି ଏମିତି ସମାଜ ମଙ୍ଗଳ ପାଇଁ ଯେଉଁ ସବୁ କରିବା ନିହାତି ଦରକାର ସମସ୍ତେ ମିଶି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କରୋନା ସମୟରେ ପ୍ରତେକ ଅସହାୟ ଲୋକଙ୍କ ପାଖରେ ପହଞ୍ଚି  ସଂଗଠନର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ସହଯୋଗ  କରିବେ ଏବଂ ଭୋକିଲା ପେଟକୁ  ଖାଦ୍ୟ ଏବଂ ବସ୍ତ୍ର ଏବଂ ସାନିଟାଇଜ ମାସ ଆଦି ପ୍ରଦାନ କରିବେ।  ସଂଗଠନର  ପ୍ରଥମ ଲକ୍ଷ୍ୟ ସମାଜ କାର୍ଯ୍ୟରେ ନିଜକୁ ସମର୍ପିତ କରିବା  ବୋଲି ସଂଗଠନର କାର୍ଯ୍ୟକର୍ତା ମାନେ ମତ ରଖିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close