ସଡ଼କ ଦୁର୍ଘଟଣାରେ କାଳିଆପାଣିରେ ଜଣେ ମୃତ, ଟ୍ରକ ଅଟକ

ଟମକା,୦୬/୫(ଆକାଶଜ୍ୟୋତି ମହାପାତ୍ର୍ରଙ୍କ ଠାରୁ): ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅର୍ନ୍ତଗତ ଭାଲିକିପାତଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟିସ୍କୋ ମାଇନ୍ସରେ ନିୟୋଜିତ ଠିକା ସଂସ୍ଥା ମେସର୍ସ ଗୈାରବ ଏଂଟରପ୍ରାଇଜର୍ସ ଅଧିନରେ ଜଣେ ସେପ୍ଟି କର୍ମଚାରୀ ଭାବେ କାର୍ଯ୍ୟରତ ପଡ଼ୋଶୀ ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅର୍ନ୍ତଗତ ଅନଳ ଗ୍ରାମର ୩୩ ବର୍ଷୀୟ ଯୁବକ ସୈାମ୍ୟରଂଜନ ନାୟକ (ପିଂଟୁ)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଓଡି-୦୪-୦୩୪୫କୁ କାଳିଆପାଣି ପୋଲିସ ଅଟକ ରଖିଛି । ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଛି । ମୃତ ସୈାମ୍ୟଙ୍କ ପିତା ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ଜଣାପଡିଛି । ଅସାବଧାନତା ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close