“ମେ ଆଇ ହେଲ୍ପ ୟୁ ସଂଗଠନ “ତରଫରୁ ଜଳେଶ୍ୱର ସରସିଦା କନ୍ୟାଆଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶ୍ୱର/ଜଳେଶ୍ୱର ; ୧୮/୦୪ ( ବ୍ରଜ ଗୋପାଳ ସେନଙ୍କ ଠାରୁ) : ” ମେ ଆଇ ହେଲ୍ପ ୟୁ ସଂଗଠନ “ତରଫରୁ ଜଳେଶ୍ୱର ସରସିଦା କନ୍ୟାଆଶ୍ରମରେ ଛୋଟ ଛୋଟ କୁନି ଭଉଣୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ଗ୍ରୀଷ୍ମ ପ୍ରବାହରୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବସା ବ୍ୟବସ୍ତା କରାଯାଇଥିଲା,ଏହା ଛୋଟ ଛୋଟ କୁନି ପିଲା ମାନଙ୍କ ଭିତରେ ଉତ୍ସାହ ଏବଂ କିଛି କରିବାର ପ୍ରେରଣା ଦେଇ ଥିଲା।  ପିଲାମାନେ ଦେଶର ଭବିଷ୍ୟତ ତେଣୁ ତାଙ୍କର ଏହି ଛୋଟ ପ୍ରୟାସରେ ଜଗତରେ ପକ୍ଷୀ ଓ ପଶୁ ମାନଙ୍କ ରକ୍ଷା ହେଇ ପାରିବ ବୋଲି ସଂଗଠନ ତରଫରୁ କୁହା ଯାଇଥିଲା ଏବଂ ଏହି କାଯ୍ୟକ୍ରମ ପାଇଁ ଅନେକ ଉତ୍ସାହିତ ହୋଇଥିଲେ ଏହି କାଯ୍ୟକ୍ରମରେ ଜଗନ୍ନାଥ ପରିଡା ଉପଦେଷ୍ଟା ନରହରି ବେହେରା, ରମେଶ ଜେନା, ଏସ କେ ଆବେଦ, ଜୟପ୍ରକାଶ ବେହେରା, କାନନ ବାଳା ଜେନା, କିଶୋର କୁମାର ସାହୁ ଉପସ୍ଥିତ ରହିଥିଲେ। ଏହି ପରି ପଦକ୍ଷେପ ସମସ୍ତ ସଂଗଠନ କରିବା ଉଚିତ ବୋଲି କନ୍ୟାଆଶ୍ରମ ପକ୍ଷରୁ କୁହାଯାଇ ଥିଲା। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close