‘ଉଦୟବଟ’ ତରଫରୁ ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତି ଓ ସମ୍ବିଧାନ ପ୍ରଣେତା ଆମ୍ବେଦକର ଜୟନ୍ତି ପାଳିତ

ବ୍ୟାସନଗର,୧୪/୪(ସୁମନ କୁମାର ରାୟଙ୍କ ଠାରୁ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ଅପରାହ୍ନରେ ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତି, ଭାରତର ସମ୍ବିଧାନ ପ୍ରଣେତା ମାନନୀୟ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତି ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋରେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକରଂଜନ ପାଣିଗ୍ରାହୀ, ସୈାଭାଗ୍ୟ ମୁଦୁଲି, ଚକ୍ରଧର ମଲ୍ଲିକ, ସୁମନ ରାୟ, ଶୁକଦେବ ମଲ୍ଲିକ, ଗୈାରୀଶଂକର ପତି, ଇନ୍ଦୁମତି ସାହୁ, ଆନନ୍ଦ ମଲ୍ଲିକ, ଅର୍ଣ୍ଣପୂର୍ଣ୍ଣା ରାୟ, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗ ଦେଇ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ‘କରୋନା’ ପାଇଁ ଅଳ୍ପ ସଂଖ୍ୟକ ବ୍ୟକ୍ତିବିଶେଷଙ୍କୁ ନେଇ ଏହା ପାଳିତ ହୋଇଥିଲା । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close