ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ନଠୁଆବର ଏବଂ ରାହାମ୍ବାରେ ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ

ଯାଜପୁର: ଆଜି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ବିଜୁ ଛାତ୍ର ଜନତା ଦଳ ଯାଜପୁର ଜିଲ୍ଲା ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳଙ୍କ ନେତୃତ୍ବରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ନଠୁଆବର ଏବଂ ରାହାମ୍ବା ଗ୍ରାମପଞ୍ଚାୟତରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ଛାତ୍ର ଜନତା ଦଳ ଯାଜପୁର ଉପସଭାପତି ସ୍ମୃତିରଞ୍ଜନ ଦାସ, ସମ୍ପାଦକ ସୌମ୍ୟରଂଜନ ଖୁଣ୍ଟିଆ, ନଠୁଆବର ଏବଂ ରାହାମ୍ବା ପଂଚାୟତର ଛାତ୍ର ବିଜେଡ଼ି ସଭାପତି ଏବଂ ପଞ୍ଚାୟତର ସମସ୍ତ ୱାର୍ଡ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close