ମନୋଜଙ୍କ ନୂଆ ଉଦ୍ଭାବନ ପେଟ୍ରୋଲ ଚାଳିତ ବାଇକ ବି ବ୍ୟାଟେରୀ ସଂଯୋଗରେ ଚାଲିପାରେ ୮୦କିମି ପର୍ଯ୍ୟନ୍ତ

ବ୍ୟାସନଗର; ୦୫/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ): ମନୋଜ ପ୍ରଧାନଙ୍କ ଦ୍ଵାରା ନୂଆ ଉଦ୍ଭାବନ ସମସ୍ତଙ୍କୁ ଚକିତ କରିଛି।  ପେଟ୍ରୋଲ ସହିତ ବ୍ୟାଟେରୀରେ  ବି ବାଇକ୍ ୮୦  କିଲୋମିଟର ପର୍ଯ୍ୟନ୍ତ  ଯାଇପାରିବ ବିନା ତେଲରେ। ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାଜପୁର ରୋଡ ମୁଣ୍ଡମାଳ ଛକ ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜ୍ ମନୋଜଙ୍କ ଠାରୁ।  ସୂଚନାନୁଯାୟୀ  ପେଟ୍ରୋଲ ଦର ଯେପରି ହୁ ହୁ ହୋଇ  ବଢ଼ୁଛି ତାକୁ ଦୃଷ୍ଟି ଗୋଚରକରି  ମନୋଜ ଏଭଳି ଏକ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଏହି ପ୍ରଚେଷ୍ଟା ସମସ୍ତଙ୍କ ଠାରେ  ପହଞ୍ଚାଇବାକୁ ତାଙ୍କର୍ ଚେଷ୍ଟା ଜାରି ରହିଛି।  ସରକାରଙ୍କ ଠାରୁ କିଛି ସହଯୋଗ ପାଇଲେ  ଆଗକୁ ବଢ଼ି ପାରନ୍ତେ ବୋଲି ମନୋଜ କହିଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close