ଓ.ଏମ.ସି ବି-କ୍ୱାରୀରେ ମେସିନରେ ନିଆଁ, ଚାଳକ ଅଳ୍ପକେ ବର୍ତିଲେ

କାଳିଆପାଣି , ୧୮ା୩(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲା କାଳିଆପାଣି କ୍ରୋମ ଉପତ୍ୟକାରେ ଥିବା ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ବି-କ୍ୱାରୀ ମାଇନ୍ସରେ ଆଜି ଅଚାନକ ଏକ ଉତୋଳନକାରୀ ପେ-ଲୋଡ଼ର ମେସିନରେ ନିଆଁ ଲାଗିଯାଇଥିଲା । ଚାଳକ ଅଳ୍ପକେ ବର୍ତିଯାଇଛନ୍ତି । ପାଖରେ ଥିବା ଅନ୍ୟ ଗାଡିଘୋଡାମାନଙ୍କର କିଛି କ୍ଷତି ହୋଇ ନଥିବାର ସୂଚନା ମିଳିଛି । ନିଆଁ ଲାଗିବାର ସଠିକ କାରଣ ଜଣାପଡିନାହିଁ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close