ମେ ଆଇ ହେଲ୍ପ ୟୁ ତରଫରୁ କଏଦୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶ୍ୱର/ଜଳେଶ୍ୱର; (ବ୍ରଜ ଗୋପାଳ ସେନଙ୍କ ଠାରୁ) :  ବୁଧବାର ସକାଳ 9:00 ଘଟିକା ସମୟରେ ଜଳେଶ୍ୱର ଉପ -କାରାଗାର ଉପସ୍ଥିତ କଏଦୀ ମାନଙ୍କ ପାଇଁ ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ଅନୁଷ୍ଠାନ ଜଳେଶ୍ୱର ତରଫରୁ କଏଦୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସହ କାରାଗାର ବାହାରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଥିଲା, କାରାଗାର ଅନେକ ପ୍ରକାର ବ୍ୟକ୍ତି ନିଜ ଦଣ୍ଡ ନେଇ ଆସିଥାନ୍ତି,ସେମାନେ ମଧ୍ୟ୍ୟ ଆମ ପରି ମଣିଷ ତାଙ୍କର ମଧ୍ୟ୍ୟ ମଣିଷ ସମାଜରେ ବଞ୍ଚିବାର ଅଧିକାର ଅଛି, ସେମାନେ କୌଣସି କାଯ୍ୟ ବଶତ ପରିସ୍ଥିତି ଅନୁଯାଇ କିଛି କାରଣରୁ ଦଣ୍ଡ ନେଇ କାରାଗାର କୁ ଆସନ୍ତି, ତାଙ୍କ ସହ ମେ ଆଇ ହେଲ୍ପ ୟୁ ମୋ ପରିବାର ତାଙ୍କ ପରିବାର ପରି ଛିଡା ହୋଇ ସମସ୍ତ କଥା ବୁଝିଥିଲେ ଏବଂ ଆଗକୁ ସମୟ ଅନୁଯାଇ ସମସ୍ତ ଦୁଃଖରେ ଛିଡା ହେବେବୋଲି ପ୍ରତିଶୃତି ଦେଇଥିଲେ ଏହି କାଯ୍ୟକ୍ରମ ରେ ଜଳେଶ୍ୱର ଥାନା ଆଇ ଆଇ ସି ମାନସ ଦେଓ,ବାଲେଶ୍ୱର ରକ୍ତଦାତାର ସଭ୍ୟ କମଲ ଚକ୍ରବର୍ତ୍ତୀ ଏବଂ ସମାଜ ସେବୀ ମନୋରଞ୍ଜନ ଦାସ ସଂଗଠନ ର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ଉପଦେଷ୍ଟା ନରହରି ବେହେରା, ମନରଞ୍ଜନ ପ୍ରଧାନ,ସତ୍ୟବ୍ରତ ପ୍ରମାଣିକ, ଆଶୁତୋଷ ଜେନା, ତୋଫାନ ଆଚାର୍ଯ୍ୟ, ନାରାୟଣ ଚନ୍ଦ୍ର କର,ଶ୍ରୀମାରାଣୀ ହୁଇ, ଶୁଚିସ୍ମିତା ପ୍ରଧାନ, ସୁଷମା ପ୍ରଧାନ, ଗୀତାରାଣୀ ଦାସ, ରଂଜିତା ରାଉଳ, ଦେବବ୍ରତ ପଣ୍ଡା,ଯୋଗେଶ ରାଠୀ, ରାଜୀବ ବେହେରା, ତରଣୀ କର,ଅଞ୍ଜନ କର, ଲିପୁ କର,ଏଲେନ ଘୋଷ, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close