ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଆଜି ଚାଷୀ ଆନ୍ଦୋଳନ

ଖଇରା;୦୮/୦୩ (ମୁକ୍ତିକାନ୍ତ ସାହୁଙ୍କ ଠାରୁ) : ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଆଜି ସିମୁଳିଆର ପୂର୍ବତନ ବିଧାୟକ  ପଦ୍ମଲୋଚନ ପଣ୍ଡାଙ୍କ  ଅଧୀନରେ ଚାଷୀ ଆନ୍ଦୋଳନର ମଙ୍ଗ ଧରିଥିଲା ।ଏଥିରେ ଖଇରାର ୫୦୦ ରୁ ଅଧିକ ଚାଷୀ ଯୋଗ ଦେଇ ରାସ୍ତା ରୋକ କରି ଥିଲେ। ପାଖା ପାଖି ୨୦ ଟି ଧାନ ବୁଝେଇ ଟ୍ରାକ୍ଟର ଦ୍ବାରା ରାସ୍ତା ରୋକ କରାଯାଇଥିଲା। ଖଇରାର ବସ ଷ୍ଟାଣ୍ଡ ଠାରେ ସମସ୍ତ ଟ୍ରାକ୍ଟରକୁ ରଖି ରାସ୍ତା ରୋକ କରାଯାଇଥିଲା।
ସମବାୟ ସମିତିର ମନ ମୁଖିଆ ନୀତି ପାଇଁ ଅନେକ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ସେମାନେ ଧାନ ବିକିବା ପାଇଁ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି।ମାସ ମାସ ଧରି ଧାନ ବିକି ନ ପାରିବାରୁ ଆଜି ଚାଷୀ ମାନେ ରାସ୍ତାକୁ ଓହ୍ଲାଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close