ଜଳେଶ୍ୱର ବ୍ଲକ ମହମଦପାଟଣା ଠାରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିତ

ବାଲେଶ୍ୱର/ବସ୍ତା;୦୮/୦୩ (ମୃତ୍ୟୁଞ୍ଜୟ ବାରିକଙ୍କ ଠାରୁ) : ଜଳେଶ୍ୱର ବ୍ଲକ ମହମଦପାଟଣା ଠାରେ ଅନ୍ତର୍ଜାତୀୟ ମହିଳାଦିବସ ପାଳନ ହୋଇଯାଇଛି।ଏଥିରେ ଜଳେଶ୍ୱର ବିଧାୟକ  ଅଶ୍ୱିନୀ କୁମାର ପାତ୍ର, ଜିଲ୍ଲା ସଭାପତି  ରବୀନ୍ଦ୍ର କୁମାର ଜେନା, ସମିତି ଚିୟାରମେନ ସଭ୍ୟା, ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଆଦି ଯୋଗଦେଇ ଥିଲେ।ଶ୍ରୀ ଜେନା କହିଥିଲେ କି ଆଗ ଅପେକ୍ଷା ନାରୀ ସଶକ୍ତି କରଣ ବହୁତ ମାତ୍ରାରେ ଆଗକୁ ଆସିଛି ଏବଂ ରାଜ୍ୟସରକାର ମଧ୍ୟ ନାରୀ କେମିତି ଆଗକୁ ଆଗେଇବେ ତାହା ମଧ୍ୟ ନବୀନ୍ ସରକାର ସବୁବେଳେ ସଦା ସର୍ବଦା ଚିନ୍ତିତ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close