ଜଳେଶ୍ୱର ମହିଳା କଂଗ୍ରେସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାଲେଶ୍ୱର/ଜଳେଶ୍ୱର; ୦୮/୦୩(ବ୍ରଜ ଗୋପାଳ ସେନଙ୍କ ଠାରୁ)ଜଳେଶ୍ୱର ମହିଳା କଂଗ୍ରେସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା ରକ୍ତଦାନ କାର୍ଯ୍ୟକ୍ରମରୁ l ନଛିପୁର ପଂଚାୟତର ସରପଞ୍ଚ ଦୀପାଳି ଜେନା ଓ ନାରୀ ନେତ୍ରୀ ରାଧାରାଣୀ ପାତ୍ର ଉଦଘାଟନ କରିଥିଲେ ରକ୍ତଦାନ ଶିବିରକୁ । ଉପସ୍ତିତ ଥିବା ଜଳେଶ୍ୱର ନିର୍ବାଚନ ମଂଣ୍ଡଳୀର କଂଗ୍ରେସ୍ ବିଧାୟକ ସୁଦର୍ଶନ ଦାସ, ସ୍ୱଛାସେବୀ କମଲ୍ ଚକ୍ରବର୍ତି ଓ ଉପସ୍ତିତ ଥିବା ଭଦ୍ରମଣ୍ଡଳୀ ସୁଚାରୁ ରୂପେ ଉଦ୍ଘାଟନ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close