ଖଇରା ବ୍ଲକ ଅଡା ଠାରେ ୩୩ /୧୧ କେ ବି ଶକ୍ତି ସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼ର ଉଦଘାଟନ
ଖଇରା;୦୬/୦୩ (ମୁକ୍ତିକାନ୍ତ ସାହୁଙ୍କ ଠାରୁ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଡା ଠାରେ ୩୩ /୧୧ କେ ବି ଶକ୍ତିସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ମଞ୍ଜୁଲତା ମଣ୍ଡଳ, ପ୍ରତାପ ଜେନା ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ। ବିଜୁଳି ସମସ୍ୟାକୁ ଦୂର କରିବା ନିମନ୍ତେ ଶକ୍ତି ସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼ର ସ୍ଥାପନ କରାଯାଇଛି। ଏହାଦ୍ୱାର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସୁଚାରୁ ରୁପେ ହୋଇପାରିବ ବୋଲି ଆଶା ରଖାଯାଇଛି ।
Live Share Market