Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଆମ ସାହିତ୍ୟ ପରିବାର ବ୍ୟାସନଗରର ୨ୟ ବାର୍ଷିକୋତ୍ସବ ଅନୁଷ୍ଠିତ

ବ୍ୟାସନଗର,୨୮/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଉତ୍ସବ ପ୍ୟାଲେସ ଠାରେ ଆଜି ‘ଆମ ସାହିତ୍ୟ ପରିବାର’, ବ୍ୟାସନଗରର ୨ୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ତଥା ମା’ ବିରଜା ସଂସ୍କୃତି ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ସମାଜର ହିତ ପାଇଁ ସୁ-ସାହିତ୍ୟର ଆବଶ୍ୟକତା ରହିଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ ମଂଚ ପରିଚାଳନା କରିଥିବା ବେଳେ ସାହିତ୍ୟ ପରିବାରର ସଂପାଦକ ସରୋଜ କୁମାର ଶତପଥି ବାର୍ଷିକ ବିବରଣୀ ପାଠ କରିଥିଲେ । ସାହିତ୍ୟ ପରିବାରର ସଭାପତି ଅଲେଖ ପ୍ରସାଦ ମହାରଣା, ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ସାହିତ୍ୟ ପରିବାର ପକ୍ଷରୁ ପ୍ରକାଶିତ ‘ଉଦ୍ଭବ’କୁ ଉନ୍ମୋଚନ କରିଥିଲେ । ବହୁ କବି ଓ କବୟତ୍ରୀମାନେ କବିତା ପାଠୋତ୍ସବରେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, କବି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close