ମଧୁପୁର କଲେଜର ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଅଧକ୍ଷଙ୍କୁ ଅଭିଯୋଗ ପ୍ରଦାନ

ଯାଜପୁର;୨୬/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଛାତ୍ର ବିଜେଡି ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଆଜି ଯାଜପୁର ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆ ମଧୁପୁର କଲେଜର ଛାତ୍ର ଛାତ୍ରୀମାନଙ୍କ ପାଖକୁ ଯାଇଁ ସେମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ମଧୁପୁର କଲେଜର ଅଧକ୍ଷଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ଏହାର ଯଥାଶୀଘ୍ର ସମାଧାନ ପାଇଁ ନିବେଦନ କରିଛନ୍ତି । ତେବେ ଛାତ୍ର ଛାତ୍ରୀମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ କଲେଜର ଅଧକ୍ଷ କୁଶଧର ପଣ୍ଡା ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close