ଘୁଳାଇ ହରପ୍ରିୟା ଦାତବ୍ୟ ଚିକିତ୍ସାଳୟର ସମ୍ପାଦକ ଓ ଚାର୍ଟାଡ଼ ଆକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ପୁରିଙ୍କ ପରଲୋକ
ବସ୍ତା;୨୩/୦୨:(ମୃତ୍ୟୁଞ୍ଜୟ ବାରିକଙ୍କ ଠାରୁ) କଲକତା ଇଣ୍ଡିଆନ ଷ୍ଟିଲ କମ୍ପାନୀର ଆକାଉଣ୍ଟଟେଣ୍ଡ ଭାବେ ଚାକିରୀ କରୁଥିବା ସଞ୍ଜୟ ପୁରିଙ୍କ ୫୮ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଏ ଅଂଚଳରେ ଗଭୀର ଶୋକର ଛାୟା ଛାଇଯାଇଛି। ଗତ ୧୫/୦୨ରିଖ ସୋମବାର ସନ୍ଧ୍ୟା ୦୬:୨୨ମିନିଟ ସମୟରେ ତାଙ୍କ ପ୍ରାଣବାୟୁ ଉଡିଯାଇଛି।ସେ ତାଙ୍କ ଘୁଳାଇ ଗ୍ରାମରେ ଏକ ଦାତବ୍ୟ ଚିକିତ୍ସାଳୟ ହରପ୍ରିୟା ଚାରିଟେବୁଲ ଟ୍ରଷ୍ଟ ନାମରେ ଆଜକୁ ୫ବର୍ଷ ହେଲା ପରିଚାଳନା କରି ଆସୁଥିଲେ। ମାତ୍ର ଦୁଃଖଦ ବିଷୟ ଗତ ୧୦ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥତା ଯୋଗୁଁ ଏକ ଘୋରଇ ହସ୍ପିଟାଲରେ ଭର୍ତିକରାଯାଇ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
Live Share Market