ସିନିୟର ଆନ୍ତଃ ଜିଲ୍ଲା ଭଲିବଲ ଟିମ୍ ପାଇଁ ଖେଳାଳୀ ଚୟନ ଫେବୃଆରୀ ୧୭ରେ

ପାରାଦୀପ, ୧୩/୦୨(ଚକ୍ରଧର ଦାଶଙ୍କ ଠାରୁ): ଓଡିଶା ଭଲିବଲ ଆସୋସିଏସନ୍ ଦ୍ୱାରା ଆୟୋଜନ ହେବାକୁ ଥିବା ସିନିୟର ଆନ୍ତଃ ଜିଲ୍ଲା ଭଲିବଲ ଟିମ୍ ପାଇଁ ପାରାଦୀପ ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ୧୭ତାରିଖ ଅପରାହ୍ନ ୩ଟା ସମୟରେ ପୁରୁଷ ବିଭାଗ ଓ ୧୮ତାରିଖ ଅପରାହ୍ନ ୩ଟା ସମୟରେ ମହିଳା ବିଭାଗର ଚୟନ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଇଚ୍ଛୁକ ଖେଳାଳୀମାନେ ନିର୍ଦ୍ଧିଷ୍ଟ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିଆରେ ଅଂଶଗ୍ରହଣ କରିବାକୁ ଭଲିବଲ ପାରାଦୀପ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close