![Featured Video Play Icon](https://udayabataenews.com/8u7y/featured-video-plus/img/playicon.png)
ବଡ଼ଚଣା ଵନ୍ଦାଳ ଛକ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ଯାଜପୁର;୧୧/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ) ବଡଚଣା ଥାନା ବନ୍ଦାଳ ଛକ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଯୁବକ ମୃତ ବୋଲି ଘୋଷଣା କରାଯାଇଛି।ଚାଳକ ସହିତ ଟ୍ରକ୍ ଥାନାରେ ଅଟକ ରହିଛି,।ମୃତ ଯୁବକଙ୍କ ପରିଚୟ ମିଳିନଥିବାର ପ୍ରକାଶ ପାଇଛି।
Live Share Market