ଯାଜପୁରର ନୂତନ ଉପ-ଜିଲ୍ଲାପାଳ ଭାବେ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଯାଜପୁର, ୩ା୨(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଉପ-ଜିଲ୍ଲାପାଳ ଭାବେ ଆଜି ବୁଧବାର ପୂର୍ବାହ୍ନରେ ଜ୍ୟୋତି ଶଙ୍କର ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିଚ୍ଥ୍‌ନ୍ତି । ଯାଜପୁର ଉପ-ଜିଲ୍ଲାପାଳ ଥିବା ନାରାୟଣ ଚନ୍ଦ୍ର ଧଳଙ୍କ ଠାରୁ ଶ୍ରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ଜଣାଇଛନ୍ତି । ଏହା ପୂର୍ବରୁ ଶ୍ରୀ ମହାପାତ୍ର କେନ୍ଦ୍ରାପଡାର ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ଧଳଙ୍କର ଏଠାରୁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନର ଡେପୁଟୀ କମିଶନର ଭାବେ ବଦଳି ହୋଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close