ପଠାଣିସାମନ୍ତ ଗଣିତ ମେଧାବୃତ୍ତିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା

କେନ୍ଦୁଝର; ୨୬/୦୧:(ଶୁଭେନ୍ଦୁ ନାୟକଙ୍କ ଠାରୁ) ଘଷିପୁରା ବ୍ଲକ ଅନ୍ତର୍ଗତ ସରେଇ ଉନ୍ନିତ ଉପ୍ରା ବିଦ୍ୟାଳୟରେ ଚଳିତ ବର୍ଷ 2019-20 ରେ ପଠାଣିସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଶ୍ରୀ ସୁଯୋଗ୍ୟ ସାହୁ,କୁମାରୀ ପ୍ରଜ୍ଞାଦୀପ୍ତି ସାହୁ, କୁମାରୀ ରାଣୀ ସାହୁ କୃତିଥ୍ୟ ଅର୍ଜନ କରି ସ୍କୁଲ ର ଟେକ ରଖିଛନ୍ତି।ଛାତ୍ର,ଛାତ୍ରୀ ଙ୍କ କୃତିତ୍ୱ ପାଇଁ ଛାତ୍ର,ଛାତ୍ରୀ ମାନେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ଲତା ବଳ,ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କମିଟିର ସଭାପତି ଶ୍ରୀଯୁକ୍ତ ମାୟାଧର ସାହୁ ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close