କାଳିଆପାଣି ଥାନା ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

କାଳିଆପାଣି:୨୩/୧(ରବିନ୍ଦ୍ର କୁମାର ଭଞ୍ଜଙ୍କ ଠାରୁ): ଯାଜପୁର ଜିଲ୍ଲା କାଳିଆପାଣି ଥାନା ପକ୍ଷରୁ ଶନିବାର ଦିନ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହେଉଛି । ଟିସ୍କୋ ମାକେଟ୍ ଇଞଗ ଛକ ଠାରୁ ଟାଟା ଷ୍ଟିଲ ମୂଖ୍ୟ ଫାଟକ ପର‌୍ୟ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ବିନ। ହେଲମେଟରେ ଆସୁଥିବା ଗାଡ଼ି ଚାଳକଙ୍କୁ ଅଟକାଇ ଗୋଲାପ ଫୁଲ ଦେବା ସହ ସଡ଼କ ସୁରକ୍ଷା ବିଷୟରେ ବୁଝାଇଥିଲେ। ହେଲମେଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଚକଲେଟ୍ ଦେଇ ସ୍ବାଗତ କରିବା ସହ ସାଥି ମାନଙ୍କୁ ସଡ଼କ ସୁରକ୍ଷା ନିଜେ ସୁରକ୍ଷିତ ରହିବା ପାଇଁ ବୁଝାଇଥିଲେ । ୪ ଚକିଆ ଗାଡି ଓ ମାଲ୍ ବୁହା ଗାଡ଼ିର ଚାଳକମାନଙ୍କୁ ମଧ୍ୟ ସିଟ୍ ବେଲ ବାନ୍ଧିବା ପାଇଁ ପରାମର୍ଶ ଦେବା ସହ ମଦ୍ୟ ପାନ କରି ଗାଡ଼ି ନ ବୁଝାଉଥିବ ଦେଖିବାକୁ ମିଳିଥିଲା। କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଚତ୍ୟ।ବଧନର ଅନୁଷ୍ଠିତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାଯ୍ୟକ୍ରମରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର, ବିଦ୍ୟାଧର ପାତ୍ର ସାମ୍ବାଦିକ ରବିନାରାୟଣ କରଙ୍କ ସମତେ ଥାନା ଏସ. ଆଇ ବିଭୁତି ଭୁଷଣ ମହାପାତ୍ର, ମନୋରଞ୍ଜନ ସେଠୀ, ଏ. ଏସ. ଆଇ ବିଜୟ କୁମାର ସାହୁ, କୌସ୍ତଭ ସେଠିଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହି ସଚେତନ କରାଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close