Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗର ପୌରାଞ୍ଚଳରେ ଥିବା ମା ଧନକର ବିଜେ ପୀଠରେ ପାଳିତ ହୋଇଯାଇଛି ମକର ଉତ୍ସବ

ବ୍ୟାସନଗର; ୧୪/୦୧ : (ବିଶ୍ୱ ରଞ୍ଜନ ପଟ୍ଟନାୟକଙ୍କ ଠାରୁ) ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଥିବା ମା ଧନକର ବିଜେ ପୀଠରେ ପାଳିତ ହୋଇଯାଇଛି ମକର ଉତ୍ସବ। ବହୁ ପୁରାତନ ମାଙ୍କର ଏହି ପୀଠ ସ୍ଥଳୀରେ ପ୍ରତିବର୍ଷ ମକର ଉତ୍ସବକୁ ବହୁ ଆଡମ୍ବରରେ ପାଳିତ କରାଯାଉଥିଲେ ହେଁ ଏବର୍ଷ କରୋନା ମହାମାରୀର ପ୍ରଭାବ ଥିବାରୁ ସୀମିତ ଆୟୋଜନରେ ପୂଜାର୍ଚ୍ଚନା କରାଯାଇଥିଲା। କୋଭିଡ ନିର୍ଦେଶାବଳୀ ଅନୁସାରେ ଅଳ୍ପ ଆୟୋଜନରେ ମକର ଉତ୍ସବର ପରିଚାଳନା କରାଯାଇଥିଲା। ଡ଼ ଅରୁଣ କୁମାର ବିଶ୍ବାଳ ଏବଂ ନମିତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପୂଜାର୍ଚ୍ଚନା । ତାଙ୍କର ପୁତ୍ର ଓ ପୁତ୍ରବଧୁ ମନୋଜ କୁମାର ବିଶ୍ବାଳ ଓ ଦୀପ୍ତିରାଣୀ ବିଶ୍ୱାଳଙ୍କ ଦ୍ୱାରା ପୂଜାକାର୍ଯ୍ୟ କରାଯାଇଥିଲା। ଯଥାବିଧି ଅନୁସାରେ ମାଙ୍କର ପୂଜାର୍ଚ୍ଚନା କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏହି ଆୟୋଜନରେ କମିଟିର ସଦସ୍ୟ- ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ସମ୍ପାଦକ ରାଜକିଶୋର ସାହୁ,ପ୍ରଦୀପ କୁମାର ରାଉତ,ସରୋଜିନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ମାଙ୍କର ଆଶୀର୍ବାଦ ଲାଭ ସଙ୍ଗେ ସଙ୍ଗେ ମକର ଉତ୍ସବକୁ ସଫଳ କରାଇଥିଲେ ତତସହ ଗଣମାଧ୍ୟମର ପ୍ରତିନିଧି ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ,ସହ ସମ୍ପାଦକ ଦୀପକ ରଂଜନ ପାଣିଗ୍ରାହୀ ଏବଂ ସାମ୍ବାଦିକ ସୁଦୀପ ମିଶ୍ର ପ୍ରମୁଖ ମକର ଉତ୍ସବରେ ଯୋଗ ଦେଇ ମାଙ୍କର ସାନିଧ୍ୟ ଲାଭ କରିଥିଲେ । ସର୍ବଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ସୁଚାରୁରୂପେ ସମ୍ପନ ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close