ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ କେଶରିୟା ହିନ୍ଦୁ ବାହିନୀ ଯାଜପୁର ତରଫରୁ ଏକ ବୈଠକ ଅନୁଷ୍ଠିତ

ବ୍ୟାସନଗର ; ୧୩/୦୧ : (ବସନ୍ତ କୁମାର ପାତ୍ରଙ୍କ ଠାରୁ) କେଶରିୟା ହିନ୍ଦୁ ବାହିନୀ ଯାଜପୁର ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଦେଶ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଜେନା,ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ମାର୍ଗଦର୍ଶକ ରବିନ୍ଦ୍ର କୁମାର ଶତପଥୀ, ଜିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥୀ, ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଦିଲ୍ଲୀପ କୁମାର ଦାସ, କୋର କମିଟି ସଦସ୍ୟ ବସନ୍ତ ପଢ଼ିଆରୀ,ରାଷ୍ଟ୍ରୀୟ ପ୍ରଭାରୀ ସଞ୍ଜୀବ ମିଶ୍ର , କୋର କମିଟି ସଦସ୍ୟା ସିପ୍ରା, ଦେବାଶିଶା  , ରୁଦ୍ର ନାରାୟଣ ପ୍ରମୁଖ ଯୋଗଦେଇ ବିବେକାନନ୍ଦଙ୍କ କାର୍ଯ୍ୟଶୈଳୀ ଓ ଯୁବ ଦିବସର ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close