Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଓଡ଼ିଶୀ ନୃତ୍ୟଶିଳ୍ପୀ ତନୁଶ୍ରୀଙ୍କ ପ୍ରତିଭା ପହଂଚି ପାରିଛି ସୁଦୂର ନେପାଳରେ

ବ୍ୟାସନଗର; /: ସୁଦୂର ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ପଶୁପତିନାଥ ମହୋତ୍ସବରେ ନିଜର ଓଡ଼ିଶୀନୃତ୍ୟ କଳା ପ୍ରଦର୍ଶନ କରି ତନୁଶ୍ରୀ ପ୍ରିୟଦର୍ଶିନୀ ରାୟ ଯାଜପୁର ଜିଲ୍ଲା ତଥା ଓଡ଼ିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତିସୂଚନାନୁଯାୟୀ ପିଲାବେଳୁ ନୃତ୍ୟ ପ୍ରତି ଆହେତୁକ ଦୁର୍ବଳତା ତାଙ୍କୁ ଆଜି ସଫଳ ନୃତ୍ୟଶିଳ୍ପୀ ଭାବେ ଏକ ନୂତନ ପରିଚୟ ଆଣିଦେଇଛିସେ ଯାଜପୁର ଜିଲ୍ଲା ପୁରୁଷୋତ୍ତମପୁର ନିବାସୀ ଶ୍ରୀମନ୍ତ କୁମାର ରାୟ ଅଲିଭା ରାୟଙ୍କର ସୁକନ୍ୟା ସୁଶ୍ରୀ ତନୁଶ୍ରୀ ପ୍ରିୟଦର୍ଶିନୀ ରାୟତାଙ୍କର ପିତା ଶ୍ରୀମନ୍ତ ଅଧୁନା ମଉଣ୍ଟ ଲିଟେରା ଜି ସ୍କୁଲ ଯାଜପୁରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତଗୁରୁ ବୈକୁଣ୍ଠ ନନ୍ଦ ନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଶିଖର ସ୍ଥାନରେ ପହଞ୍ଚିବାରେ ସଫଳ ହୋଇପାରିଛନ୍ତି ତନୁସରସ୍ବତୀ କଳା ବିହାର ଯାଜପୁର ବାମଚରଣ ମିତ୍ର ସାହିତ୍ୟ ସଂସଦ ବର୍ଷିକୋତ୍ସଵ, ସେଣ୍ଟ ଜାଭିୟର ସେକେଣ୍ଡାରୀ ସ୍କୁଲର ବର୍ଷିକୋତ୍ସଵ, ସ୍ଥାନୀୟ ହିଙ୍ଗୁଳା ମହୋତ୍ସବ,କୋରେଇ ସାହିତ୍ୟ ସଂସଦ ବ୍ୟାସନଗର ମହୋତ୍ସବରେ ନିଜର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତିଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପ୍ରତିଭାସଙ୍ଗମରେ ତାଙ୍କୁ ସମ୍ନାନିତ କରାଯାଇଛିସ୍ଥାନୀୟ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସେ ବାଣିଜ୍ୟର ଛାତ୍ରୀ ଅଟନ୍ତିଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ହେବେବୋଲି ଆଶା ରଖିଛନ୍ତିତାଙ୍କର ଏହି ପ୍ରୟାସ ,ସୁନ୍ଦର ପ୍ରତିଭା ପାଇଁ ବୁଦ୍ଧିଜୀବୀ ଶିକ୍ଷାବିତ ମହଲରେ ପ୍ରଶଂସା ସୁଅ ଛୁଟିଛି

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close