ଭଦ୍ରକ ରାଣୀତାଲ ଛକ ଠାରେ ଥିବା ଆକ୍ସିସ (AXIS) ବ୍ୟାଙ୍କ ଏ ଟି ଏମ (ATM)ର ଅଚଳାବସ୍ଥା

ଭଦ୍ରକ ; ୧୪/୧୨: (ମୁକ୍ତିକାନ୍ତଙ୍କ ଠାରୁ)ଘରୋଇ ବ୍ୟାଙ୍କ   କହିଲେ ଆକ୍ସିସ ବ୍ୟାଙ୍କକୁ ବୁଝାଯାଏ। ସେବା କ୍ଷେତ୍ରରେ ସବୁଠାରୁ ଆଗ ବୋଲି କୁହାଯାଉଥିବା ସ୍ଥଳେ ଏହି ବ୍ୟାଙ୍କର ଏଟିଏମ୍ ବହୁ ସ୍ଥାନରେ ଅଚଳ ଥିବାର ଦେଖାଦେଇଛି। ଭଦ୍ରକ ରାଣୀତାଲ ଛକ ଠାରୁ ଆରମ୍ଭକରି ବାଲେଶ୍ୱର କୁପାରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଜନ ବହୁଳ ଗମନା ଗମନ  କ୍ଷେତ୍ରରେ ଆଗ ଧାଡ଼ିରେ। ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଚଳା ଚଳ କରୁଥିବା ବେଳେ ରାଣୀତାଲ ଛକ ଠାରେ ଥିବା ଏଟିଏମ୍ ବହୁ ଦିନଧରି ଖରାପ ପଡିଥିବାର ଦେଖାଦେଇଛି। ଏହିପରି ଅନେକ ଜାଗାରେ ମଧ୍ୟ ସମାନ ପରିସ୍ଥିତି ମେସିନ ଖରାପକୁ ଏସି ବି ଖରାପ।ଭଦ୍ରକ,ଯାଜପୁର,କେନ୍ଦୁଝର ଭଳି ଅନେକ ସ୍ଥାନରେ ଏଟିଏମ୍ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close