ଇଣ୍ଡିଆ ଫାଷ୍ଟ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ
ଭଦ୍ରକ; ୦୧/୧୨:(ଶିବ ଶଙ୍କର ପଣ୍ଡାଙ୍କ ଠାରୁ) ଗତ ଶନିବାର ମଧ୍ଯ ରାତ୍ରିରେ ଭଦ୍ରକ ରେଲୱେ ଷ୍ଟେସନ ,ତିହିଡି ହସ୍ପିଟାଲରେ, ଭଦ୍ରକ ବସ ଷ୍ଟାଣ୍ଡ ପରିସରରେ ଶୀତରେ ଥରି ଥରି ଶୋଇଥିବା ଅସହାୟ ମାନଙ୍କୁ ଇଣ୍ଡିଆ ଫାଷ୍ଟ ସ୍ବେଚ୍ଛାସେବୀ ସଂଗଠନ କାର୍ଯ୍ୟକର୍ତା ମାନଙ୍କ ତରଫରୁ ଯୁବ ସମାଜସେବୀ ସରୋଜ ପରିଡ଼ା ଓ ଧନଞ୍ଜୟ ଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କରାଯାଇଛି।
Live Share Market