କବିସୂର୍ଯ୍ୟନଗରରେ ଭାରତ ବନ୍ଦ ଅନୁଷ୍ଠିତ

ଗଂଜାମ, ୨୬/୧୧ (ରାମଚନ୍ଦ୍ର ଜେନାଙ୍କ ଠାରୁ): କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ, କୃଷକ ତଥା ଜନମାରଣ ନୀତି ବିରୋଧିରେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଆଜି ଦିଆଯାଇଥିବା ଭାରତ ବନ୍ଦର ଡାକରା ଜିଲ୍ଲାରେ ପ୍ରତିଫଳିତ ହୋଇଛି । ଜିଲ୍ଲାର କବିସୂର୍ଯ୍ୟନଗରରେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close