ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

ଯାଜପୁର ; ୨୫/୧୧ : (ବସନ୍ତ କୁମାର ପାତ୍ରଙ୍କ ଠାରୁ) ଆସ୍ପାୟାର ତରଫରୁ ଏବଂ ରାଛିପୁର ଗ୍ରାମ ପଞ୍ଚାୟତ ସହଯୋଗରେ ଏକ ନୂତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଶିକ୍ଷାର ବିକାଶ ଦିଗରେ ଏହି ଯୋଜନା ସହଯୋଗ ହେବ ବୋଲି ଆଶା ରଖାଯାଇଛି। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଏହା ମଧ୍ଯ ଅଧିକ ସହଯୋଗ ହେବ ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କବିତା ସାହୁ ,ସମ୍ମାନିତ ଅତିଥି ଭାବେ ଇଂ ଦିଗନ୍ତ ରାଉତ ଅଧ୍ୟକ୍ଷ ରିଟ ଇଣ୍ଟରନେସନାଲ ସ୍କୁଲ, ଜି ନରେଶ ଦାନଗଦି ବ୍ଳକ ସଂଯୋଜକ ଆସ୍ପାୟର,VLW କୁଳମଣି ରାଉତ ଏବଂ ପଞ୍ଜାବ ନେସନାଲ ବ୍ୟାଙ୍କ ର ମ୍ୟାନେଜର ତୃପ୍ତି ରଂଜନ ପଣ୍ଡା ତଥା ବହୁ ଶିକ୍ଷାବିତ ,ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟ ସମାପନ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close