ଅଂଶୁମାନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ହେବା ପରେ ରାଜନୀତି ସରଗରମ

କେନ୍ଦ୍ରାପଡ଼ା, ୨୩/୧୧ (ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରପଡା ରାଜ୍ୟର ଏକ ଅଣକଂଗ୍ରେସ ଜିଲ୍ଲା ଭାବେ ବେଶ ଜଣାଶୁଣ ଥିବା ବେଳେ ଜିଲ୍ଲାରେ କଂଗ୍ରେସର ସ୍ଥିତିକୁ ମଜଭୂତ କରିବା ଲକ୍ଷ୍ୟରେ ପୂର୍ବତନ ରାଜନଗର ବିଧାୟକ ତଥା ଯୁବ ନେତା ଅଂଶୁମାନ ମହାନ୍ତିଙ୍କୁ ଇତିମଧ୍ୟରେ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱ ମିଳିଛି । ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବହୁ ପୁରୁଣା ଓ ଯୁବ କଂଗ୍ରେସ ନେତାମାନେ ସକ୍ରିୟ ହେଉଥିବାର ମନେ ହେଉଛି । ଗତ ୨୦/୧୧/୨୦୨୦ରେ କେନ୍ଦ୍ରାପଡାର ତିନିମୁହାଣୀ ଛକ ଠାରୁ ସେ ଏକ ଶୋଭାଯାତ୍ରାରେ ବାହାରି ଗରାପୁର ଦେଇ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ୱ ନେବା ବିଷୟରେ ଅବଗତି କରାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close