![Featured Video Play Icon](https://udayabataenews.com/8u7y/featured-video-plus/img/playicon.png)
ସୁକିନ୍ଦା ଭୂମିହୀନଙ୍କୁ ଜମିପଟା ପ୍ରଦାନ ନିମନ୍ତେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ତରଫରୁ ତହସିଲଦାରଙ୍କୁ ଦାବିପତ୍ର
ସୁକିନ୍ଦା; ୧୭/୧୧: (ବସନ୍ତ କୁମାର ପାତ୍ରଙ୍କ ଠାରୁ) ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଗଣଙ୍କ ତରଫରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରଭୂମିହୀନ ଅଧିବାସୀଙ୍କୁ ଜମିପଟା ପ୍ରଦାନ ନିମନ୍ତେ ସୁକିନ୍ଦା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
Live Share Market