କେନ୍ଦ୍ରାପଡ଼ା ଓଟାରବାଙ୍କ ହରିଜନ ବସ୍ତି ଓ ପ୍ରାଥମିକ ବିଦ୍ୟାଳୟର ଉଛେଦ ପ୍ରତିବାଦରେ କୁନିକୁନି ପିଲାମାନଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା, ୧୭/୧୧ (ରାଜକିଶୋର ନାୟକଙ୍କ ଠାରୁ):  କେନ୍ଦ୍ରାପଡ଼ାର ଓଟାରବାଙ୍କ ହରିଜନ ବସ୍ତି ଓ ପ୍ରାଥମିକ ବିଦ୍ୟାଳୟର ଉଛେଦ ପ୍ରତିବାଦରେ ଅରଡପଲ୍ଲୀ ଓଟାରବାଙ୍କ ଗ୍ରାମବାସୀ ବୃନ୍ଦଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଆଗରେ କୁନିକୁନି ପିଲାମାନେ ହାତରେ ଅଣ୍ଡା ଚାଉଳ ଧରି ପ୍ରତିବାଦ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close