ବିଶିଷ୍ଟ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ବିୟୋଗରେ ଶୋକସଭା

ଯାଜପୁରରୋଡ, ୦୫/୧୧: ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ କମ୍ରେଡ ଗୋବର୍ଦ୍ଧନ ପୂଜାରୀଙ୍କ ୭୫ବର୍ଷ ବୟସରେ କରୋନାରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ କମ୍ୟୁନିଷ୍ଟ ବ୍ୟାସନଗର ଶାଖା ପକ୍ଷରୁ ଏକ ଶୋକସଭା ସ୍ଥାନୀୟ କାର୍ଯ୍ୟାଳୟରେ ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୰ ପୂଜାରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବରିଷ୍ଠ ଆଇନଜୀବୀ କମ୍ରେଡ ସୁଧାଂଶୁ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ୰ ପୂଜାରୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ କମ୍ରେଡ କେଦାରନାଥ ସାହୁ, ଆଇନଜୀବୀ ସନ୍ତୋଷ ସାହୁ, ନିରୁପମା ବେହେରା, ରାଜକିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close