ଧର୍ମଶାଳାର ପଟୁଣିଆରେ ୩୫ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ

ପଟୁଣିଆ, ୩୦/୧୦(ଅନୀଲ ସାମନ୍ତରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲ୍‌କର ପଟୁଣିଆ ଠାରେ ଆଜି ରାତ୍ରୀରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ପଟୁଣିଆ ପଂଚାୟତ ସମେତ ଆଖପାଖ ବହୁ ଗ୍ରାମର ଲୋକେ ଏହି ପୂଜାକୁ ପ୍ରତିବର୍ଷ ଦେଖିଥାନ୍ତି । ହେଲେ ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି । ତେଣୁ ୩୫ତମ ଏହି ପୂଜାରେ ସେତେ ଉନ୍ମାଦନା ରହିବ ନାହିଁ ବୋଲି ଜଣାଯାଇଛି । ମାତ୍ର ବିଧିମତେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close