‘ଇଣ୍ଡିଆନ ଅଏଲ ପାନିପଥ ରିଫାଇନାରୀ ତରଫରୁ ଚାରାରୋପଣ; ଜଂଗଲ ଓ ପର୍ଯ୍ୟଟନ ମନ୍ତ୍ରୀ କନୱାର ପାଲ ଯୋଜନାର ଶୁଭାରମ୍ଭ କଲେ

ପାରାଦୀପ, ୨୦/୧୦(ଚକ୍ରଧର ଦାଶଙ୍କ ଠାରୁ): ହରିଆନାର ପାନିପଥ ଜିଲ୍ଲା ଅର୍ନ୍ତଗତ ଚାୱାଲା ଗ୍ରାମରେ ସବୁଜବଳୟ ସୃଷ୍ଟି କରି ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଇଣିଆନ ଅଏଲ ପାନିପଥ ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ ତରଫରୁ ୦୨ଲକ୍ଷରୁ ଉର୍ଦ୍ଧ ଚାରାରୋପଣ କରାଯାଇଛି । ହରିଆନାର ଶିକ୍ଷା, ଜଂଗଲ ଓ ପର୍ଯ୍ୟଟନ ମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close