ଭଦ୍ରଖ ଲୋକନାଥ ମନ୍ଦିର ମାହାତ୍ମ୍ୟ ସର୍ମ୍ପକରେ କିଛି ରହସ୍ୟମୟ କଥା

ଭଦ୍ରଖ, ୨୦/୧୦(ଶିବଶଙ୍କର ପଣ୍ଡାଙ୍କ ଠାରୁ): ଭଦ୍ରଖ ସହରର କଚେରୀ ଛକ ନିକଟରେ ରହିଛି ପ୍ରସିଦ୍ଧ ଶୈବ ପୀଠ ‘ଲୋକନାଥ’ଙ୍କ ମନ୍ଦିର । ପ୍ରଭୁ ‘ଲୋକନାଥ’ଙ୍କ ମହିମା ପ୍ରାୟତଃ ଏଠାରେ କାହାକୁ ଅଛପା ନ ଥାଏ । ହେଲେ କରୋନା କଟକଣା ପାଇଁ ଏହି ପୁରାତନ ମନ୍ଦିରରେ ପଡ଼ିଛି ଭକ୍ତଙ୍କ ଭଟ୍ଟା । କିନ୍ତୁ ପୂଜକମାନେ ଯଥା ରୀତି ନୀତି ଅନୁଯାୟୀ ପ୍ରଭୁଙ୍କ ସେବାକୁ ଜାରୀ ରଖିଛନ୍ତି । ସ୍ୱାଧିନତା ପୂର୍ବରୁ ୧୯୪୨ରେ ଏହି ମନ୍ଦିର ପ୍ରତିଷ୍ଠିତ ହୋଇ ପୂଜା ପାଇଆସୁଛନ୍ତି । ପ୍ରଭୁଙ୍କ ମନ୍ଦିରରେ ସୋମବାର, ସଂକ୍ରାନ୍ତି ଆଦିରେ ପ୍ରବଳ ଜନସମାଗମ ହୋଇଥାଏ । ମାତ୍ର ଏବେ କୋଭିଡ ନିୟମ ମାନି ସାମାଜିକ ଦୂରତ୍ୱ ରଖି ଏବଂ ମାସ୍କ ପରିଧାନ କରି ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବାର ଦେଖାଯାଉଛି । ଏ ସଂର୍ପକରେ ମନ୍ଦିରରର ପୂଜଙ୍କ ବୁନୁ ନନାଙ୍କ ସହ ଏକ ସ୍ତତନ୍ତ୍ର ସାକ୍ଷାତକାର ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close