ମାର୍ଶାଘାଇର ପଡ଼ାଗ୍ରାମ ରାଇବୋଲକୁ ଥିବା ସଂଯୋଗ ରାସ୍ତାର ଦୂରାବସ୍ଥା ପାଇଁ ବି.ଡି.ଓଙ୍କୁ ଦାବୀପତ୍ର

 

କେନ୍ଦ୍ରାପଡ଼ା, ୧୯/୧୦(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ାର ଯମପଡା ଗ୍ରାମର ପଡାଗ୍ରାମ ରାଇବୋଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଦୀର୍ଘ ୩୦ବର୍ଷର ଦାବି, ଆମର ହକ ଆମକୁ ଦିଆଯାଉ। ଯାହାକି ଚାଲିଚାଲି ଯିବା ମଧ୍ୟ କଷ୍ଟକର, ପରନ୍ତୁ ବହୁତ ଦିନର ଦାବି ସତ୍ୱେ ଏହାର ସ୍ଥାୟୀ ସମସ୍ୟାର ସମାଧାନ ହୋଇନାହିଁ। ଯାହାର ପ୍ରତିବାଦରେ ଆଜି “ମା” କ୍ଷେତ୍ରପାଳ ଯୁବ ସଂଘ(ରାଇବୋଲ)ପକ୍ଷରୁ ମାର୍ଶାଘାଇ ବି.ଡି.ଓଙ୍କୁ ଦରଖାସ୍ତ ଲେଖି ଅନୁରୋଧ କରିଛନ୍ତି । ଉକ୍ତ ପଡ଼ା ଗ୍ରାମରେ ୨୦୦ରୁ ଉର୍ଦ୍ଧ ପରିବାର ସ୍ଥାୟୀ ଭାବେ ବସବାସ କରୁଛନ୍ତି । ହାଟ, ବଜାର, ସ୍କୁଲ, କଲେଜ, ସରକାରୀ ଅଫିସକୁ ଗଲା ବେଳେ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ହୀନସ୍ତା ହେଉଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close