ଶୁଆ ବି ମଣିଷ ପରି କଥା କହିପାରେ

ସୁକିନ୍ଦା ; ୧୭/୧୦ (ପ୍ରିୟ ରଞ୍ଜନ ବାନାର୍ଜୀଙ୍କ ଠାରୁ):   ପକ୍ଷୀମାନେ ବି ମଣିଷ ପରି କଥା କହି ପାରନ୍ତି । ଏଭଳି ଏକ ଖବର ଲୋକଲୋଚନକୁ ଆସିଛି । ସୂଚନାଯୋଗ୍ୟ ଯେ ସୁକିନ୍ଦା ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ଧରି ରହିଆସୁଥିବା ସାଲେପୁର ଜନାର୍ଦନପୁର ଗ୍ରାମର ଜଣେ ପକ୍ଷୀ ପ୍ରେମୀଙ୍କ ଘରୁ ଏଭଳି ଖବର ପ୍ରକାଶ ପାଇଛି । ତାଙ୍କ କହିବା କଥା ଯେ  ପରିବାରର ସମସ୍ତଙ୍କ କଥାକୁ ଶୁଣି ଶୁଣି ଶୁଆଟି ସମସ୍ତଙ୍କ ନାମ ଧରି ଡାକିବା ଆରମ୍ଭ କରିଥିଲା । ଯେଭଳି ମଣିଷ କଥା ସେହିପରି ଅବିକଳ ଭାବରେ ଶୁଆଟି ନାମ ଧରି ଡାକୁଥିବାର ଶୁଣିବାକୁ ମିଳିଛି। ଆମ ସୁକିନ୍ଦା ପ୍ରତିନିଧି ତାଙ୍କ ଘରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close