ଯାଜପୁରରୋଡ ‘ନେସ୍କୋ’ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ‘ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ’ର ଗଣଧାରଣା

ଯାଜପୁର, ୧୪/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁରରୋଡ ଠାରେ ଥିବା ‘ନେସ୍କୋ’ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ‘ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ’ର ଗଣଧାରଣା ଚାଲୁରହିଛି । ୫ଦଫା ଦାବୀ ନେଇ ଏହି ଧାରଣା ଦିଆଯାଇଥିବାର ଜଣାଯାଇଛି । ‘ନେସ୍କୋ’ ଠିକାଦାରଙ୍କ ଜରିଆରେ ତା’ର ଶ୍ରମିକମାନଙ୍କୁ କମ ମଜୁରୀ ପ୍ରଦାନ କରିବା ସହ କେତେକ ଶ୍ରମିକଙ୍କୁ ମନମୁତାବକ କାର୍ଯ୍ୟରୁ ଅନ୍ତର କରୁଛନ୍ତି ବୋଲି ସଂଘର ଯୁଗ୍ମ ସଂପାଦକ ପ୍ରଭାତ କୁମାର ଦାସ ଅଭିଯୋଗ କରିବା ସହ ‘ଉଦୟବଟ ଇ-ନ୍ୟୁଜ୍‌’କୁ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close