କେନ୍ଦ୍ରାପଡ଼ାର ବିଶିଷ୍ଟ ସାର ବ୍ୟବସାୟୀ ସଂଜୟ ସାହୁଙ୍କ ପରଲୋକ

କେନ୍ଦ୍ରାପଡ଼ା, ୦୬/୧୦(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସାର ବ୍ୟବସାୟୀ ତଥା କୃଷକମାନଙ୍କ ଜଣେ ଦରଦୀ ବନ୍ଧୁ ସଂଜୟ କୁମାର ସାହୁଙ୍କ ଆଜି ୭୪ବର୍ଷ ବୟସରେ ପରଲୋକ ଘଟିଛି । ସେ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁରେ ତାଙ୍କ ଗ୍ରାମ ମୀରପାଟଣା ସମେତ କେନ୍ଦ୍ରାପଡ଼ାରେ ଶୋକର ଛାୟା ଖେଳିଯାଇଛି । ସେ କୃଷି କାର୍ଯ୍ୟକୁ ପ୍ରେତ୍ସାହନ ଦେଇ ଆସୁଥିଲେ । ବହୁ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close