ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଯଶବନ୍ତ ସିଂଙ୍କର ୮୨ବର୍ଷ ବୟସରେ ପରଲୋକ

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ଭାବେ ପାରଦର୍ଶୀ ଦାୟିତ୍ବ ତୁଲାଇଥିବା ଏବଂ ୫ ଥରର ରାଜ୍ୟସଭା ଓ ୪ ଥରର ଲୋକସଭା ସାଂସଦ ଥାଇ ରାଷ୍ଟ୍ରକୁ ସେବା ଦେଇ ଆସିଥିବା ସେନା ଅଧିକାରୀ ତଥା ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଯଶବନ୍ତ ସିଂଙ୍କର ୮୨ବର୍ଷ ବୟସରେ ପରଲୋକ ହୋଇଯାଇଛି ! ତାଙ୍କର ବିୟୋଗ ଦେଶ ପାଇଁ ନିଶ୍ଚିତ ଭାବେ ଏକ ଅପୂରଣୀୟ କ୍ଷତି ! ସ୍ଵର୍ଗତ ସିଂଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close