ବରିଷ୍ଠ ବିଜେପି ନେତା ବିଶ୍ୱଜିତ୍ ବେହେରା (ବାବୁନି)ଙ୍କ ହୃଦ୍‌ଘାତରେ ମୃତ୍ୟୁବରଣ

ଦାନଗଦି, ୨୬/୯: ମାତ୍ର କେଇ ଘଂଟାର ବ୍ୟବଧାନ ଭିତରେ ଦାନଗଦିର ୦୨ଜଣ ମଧ୍ୟ ବୟସ୍କଙ୍କ ପ୍ରାଣ ଯିବାକୁ ନେଇ ଦାନଗଦି ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ବରିଷ୍ଠ ବିଜେପି ନେତା ବିଶ୍ୱଜିତ୍ ବେହେରା (ବାବୁନି)ଙ୍କ ଆଜି ସନ୍ଧ୍ୟାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବାର କୁହାଯାଉଛି । ଗତ କାଲି ରାତ୍ରୀରେ କାମଦେବ ସାମଲ ନାମକ ଜଣେ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା । ୨ଜଣଙ୍କ ବୟସ ୫୫ ବର୍ଷ ଭିତରେ । ସୂଚନାଯୋଗ୍ୟ, ନିକଟରେ ବାବୁନିଙ୍କ ପିତାଙ୍କ ବିୟୋଗ ଘଟିଥିଲା । ଗତ କାଲି ତାଙ୍କର ଏକାଦଶାହ କ୍ରିୟା ଅନୁଷ୍ଠିତ ହୋଇଥିଲା । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close