ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ପଦଯାତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ସମର୍ଥନ

କଳାହାଣ୍ଡି, ୧୮/୦୯: ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍‌ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ସମାଜସେବୀ ସତ୍ୟବ୍ରତ ଦାସ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଅଂଚଳକୁ ପଦ ଯାତ୍ରା କରିବା ସହ ବି.ଡି.ଓଙ୍କ ଜରିଆରେ ତାଙ୍କର ଦାବୀ ଜଣାଉଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କ ଦାବୀକୁ ସମର୍ଥନ ଦିଆଯିବା ସହ ତାଙ୍କୁ ଉତ୍ସାହିତ କରାଯାଉଛି । ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ତାଙ୍କର ଦାବୀକୁ ସମର୍ଥନ ଜଣାଉଛନ୍ତି ଯାହା ତଳ ଫଟୋ ଏକଥା ସୂଚାଉଛି:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close