ଆର ପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
ନୂଆଦିଲ୍ଲୀ, ୩୧/୮: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ୮୪ ବର୍ଷ ବୟସରେ ନିଧନ ହୋଇଛି । ସେ ୧୧ ଡ଼ିସେମ୍ବର ୧୯୩୫ ରେ ଜନ୍ମ ଗ୍ରହଣ କରିଥିଲେ । ଆଜି ୩୧ ଅଗଷ୍ଟ ୨୦୨୦ ରେ ପରଲୋକକୁ ଗମନ କରିଥିଲେ । ୨୦୧୨ରେ ସେ ୧୩ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୯ରେ ଭାରତରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।
Live Share Market